Home Breaking News

Breaking News

by Admin
  • ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୮ଜଣଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ହେଲେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୪ଜଣ ଦୋଷୀଙ୍କ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଜାମିନ୍ ଆବେଦନ ଖାରଜ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । …

    1 FacebookTwitterPinterestEmail
  • ପରିଣତ ବୟସ ସାଙ୍ଗକୁ ଭଙ୍ଗା ଗୋଡରେ ଲାଗିଛି ପ୍ଲାଷ୍ଟିକ୍ ଚେୟାର । ଏହି ଚେୟାରକୁ ଧରି ଦୀର୍ଘ ବାଟ ଚାଲି ଚାଲି ଜଣେ ବୃଦ୍ଧା ପ୍ରତିମାସ ପେନସନ୍ ନେବାକୁ ଆସୁଥିଲେ । ନ୍ୟୁଜ୍ ଏଜେନ୍ସି ବୃଦ୍ଧାଙ୍କର ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ …

    1 FacebookTwitterPinterestEmail
  • ହଠାତ୍ ବିଳମ୍ବିତ ରାତିରେ ଟ୍ୱିଟରରୁ ହଟିଯାଇଛି ବ୍ଲୁ ଟିକ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଲିଉଡ୍ ଷ୍ଟାର ହରାଇଛନ୍ତି ସେମାନଙ୍କ ବ୍ଲୁ ଟିକ୍ । ଏହାସହିତ ଓଡ଼ିଶାର ଶାସକଦଳର ଅନେକ ବଡବଡିଆ …

    1 FacebookTwitterPinterestEmail
  • ରାଜଧାନୀ ଦିଲ୍ଲୀସି୍ଥତ ସାକେତ କୋର୍ଟ ପରିସରରେ ଆଜି ସକାଳୁ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘଟଣାକ୍ରମ ଅନୁସାରେ ସକାଳେ କୋର୍ଟ ପରିସରରେ ୪ ରାଉଣ୍ଡ ଫାୟାରିଂ କରାଯାଇଛି । ଏହି ଘଟଣାରେ ନ୍ୟୁ ଫ୍ରେଣ୍ଡସ୍ କଲୋନୀର ଜଣେ ମହିଳା ଆହତ …

    1 FacebookTwitterPinterestEmail
  • ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମର ଦୁଇ ନାବାଳକ ଚନ୍ଦନ ପଡିଆମୀ (୭) ଓ ମାଙ୍ଗା ମାଢିପୁରୀ(୧୧) ଚଢ଼େଇ ଧରିବାକୁ ଯାଇଥିଲେ। ଦୁହେଁ ଗଛ ଉପରେ ଚଢ଼ିବା ବେଳେ ସେହିବାଟ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ …

    1 FacebookTwitterPinterestEmail
  • ଜମ୍ମୁ-କାଶ୍ମୀରରେ ଆଜି ଅପରାହ୍ନରେ ଘଟିଛି ବଡ଼ ଦୁର୍ଘଟଣା । ପୁଞ୍ଝ-ଜମ୍ମୁ ଜାତୀୟ ରାଜପଥରେ ଏକ ଯବାନଙ୍କ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ …

    1 FacebookTwitterPinterestEmail

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc