ବିଦେଶ ମାଟିରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ଝିଅ । ଭୁବେନଶ୍ୱରର ବାସିନ୍ଦା ସୁସ୍ମିତା ରାଜହଂସ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢିବାକୁ ଯାଉଛନ୍ତି ନିର୍ବାଚନ । ବ୍ରିଟେନ୍ର…
@2022 – All Right Reserved. Designed and Developed by Digital Software Inc
ବିଦେଶ ମାଟିରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ଝିଅ । ଭୁବେନଶ୍ୱରର ବାସିନ୍ଦା ସୁସ୍ମିତା ରାଜହଂସ ପ୍ରଥମ ଓଡ଼ିଆ ଝିଅ ଭାବେ ବିଦେଶରେ ଲଢିବାକୁ ଯାଉଛନ୍ତି ନିର୍ବାଚନ । ବ୍ରିଟେନ୍ର…
କରୋନା ପରଠାରୁ ସମଗ୍ର ବିଶ୍ୱରେ ଦେଖାଦେଇଛି ଆର୍ôଥକ ମାନ୍ଦାବସ୍ଥା । ଅନେକ ଦେଶ ଏବେ ଦେବାଳିଆ । ପାକିସ୍ତାନ ଓ ଶ୍ରୀଲଙ୍କା ପରେ ଏବେ ଆମେରିକାରେ ଦେଖାଦେଇଛି ଆର୍ôଥକ ସଙ୍କଟ…
ଋଷ-ୟୁକ୍ରେନ୍ ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ବିତିଗଲାଣି । ହେଲେ ଯୁଦ୍ଧ ଥମିବା ପରିବର୍ତ୍ତେ ଏବେ ପରସ୍ପର ଉପରକୁ ପରମାଣୁ ଆକ୍ରମଣ କରିବାକୁ ଧମକ୍ ଦେଲେଣି । ଏପରି କି ଋଷ…
ଓଡ଼ିଶାର ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆଜି ୧୦ଟା ୧୬ରେ ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିମ । ରାଷ୍ଟ୍ରପତି ହେବାପରେ ଏହା…
ଆସୁଛି ବାତ୍ୟା । ମେ’ ୯ରେ ସାମୁଦ୍ରିକ ଝଡ଼ର ସମ୍ଭାବନା । ୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୭ରେ ଓଡ଼ିଶାରେ ଲଘୁଚାପ କ୍ଷେତ୍ର…
ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଆଶାରାମ ଜାମିନ୍ ପାଇବାକୁ ସୁପ୍ରିମକୋର୍ଟରେ ଏକ ଜାଲ୍ ଆରଟିଆଇ ଦାଖଲ କରିଥିବା ଅଭିଯୋଗ ହୋଇଥିଲା ।…
ଭାରତର ପ୍ରଖ୍ୟାତ ଅଟୋ ନିର୍ମାତା ମହିନ୍ଦ୍ରା । ଦିନକୁ ଦିନ ଅତ୍ୟାଧୁନୀକ ସେଗମେଣ୍ଟର ଏସୟୁଭି ନିର୍ମାଣ କରି ଦେଶ ବିଦେଶରେ ବେଶ୍ କ୍ଷାତି ଅର୍ଜ୍ଜନ କରିଛି କମ୍ପାନୀ । ଯାହାର…
ଜଣେ ବ୍ୟକ୍ତିର ଗୋଟିଏ, ୨ଟି ଅଥବା ୩ଟି ଛୁଆ କଥା ଆପଣ ଜାଣିଥିବେ । କିନ୍ତୁ ନେଦରଲ୍ୟାଣ୍ଡରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ସ୍ପର୍ମ ଡୋନେଟ କରି…
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ । ଖାସ୍ ଏଥିପାଇଁ ବଢୁଛି ଇଲେକ୍ଟ୍ରିକ୍ ଭେଇକିଲର ଜମାନା । ଏଭଳି ସ୍ଥିତିରେ ଭାରତୀୟ ଇଲେକ୍ଟ୍ରିକ୍ ମାର୍କେଟରେ ଦମ୍ ଦେଖାଉଛି ଓଲା…
ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ସମୁଦ୍ରର ୧୩ ନମ୍ବର ଯୋନ ଅଞ୍ଚଳରେ ଗାଧୋଇବା ବେଳେ ଲହଡ଼ିରେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସହାୟତାରେ ସଙ୍ଗେସଙ୍ଗେ ଉଦ୍ଧାର…
The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.
@2022 – All Right Reserved. Designed and Developed by Digital Software Inc