ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର ।





ପୁଣିଥରେ ବଲିଉଡ ରେଦମଦାର ଆକ୍ସନ ଥ୍ରିଲର ଫିଲ୍ମ ରେ ଜଲଓ୍ବା ଦେଖାଇବେ ବିଦ୍ୟୁତ ।ଫିଲ୍ମ ର ଟ୍ରେଲର ରିଲଜ୍ ହୋଇଥିବା ବେଳେ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।ବିଦ୍ୟୁତ ଜାମୱାଲ ପୁଣି ଥରେ ହିନ୍ଦୀ ସିନେମାରେ ଧମାକା କରିବାକୁ ଯାଉଛନ୍ତି । ବିଦ୍ୟୁତ ଙ୍କ ଜାସୁସଘ ଥ୍ରୀଲର ଫିଲ୍ମ ‘IB71’ ବେଶ ଚର୍ଚ୍ଚାରେ ରହିଛନ୍ତି । ଟ୍ରେଲରରେ ଦମଦାର ଆକ୍ସନ ସିନ୍ ଦେଖିବାକୁ ମିଳିଛି
ଫିଲ୍ମରେ ବିଦ୍ୟୁତ ଇଣ୍ଟେଲିଜେନ୍ସ ବ୍ୟୁରୋ ଏଜେଣ୍ଟ ଭାବେ ଦେଖିବାକୁ ମିଳିବ । 1971 ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ଭାରତର ଆଇବି ଏଜେନ୍ସି ଦ୍ୱାରା କରାଯାଇଥିବା ଗୁପ୍ତ ମିଶନ ଉପରେ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି । ଯେଉଁଥିରେ ବିଦ୍ୟୁତଙ୍କୁ ଗୁପ୍ତ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ, ।ତେବେ 2 ମିନିଟ 01 ସେକେଣ୍ଡର ଏହି ଟ୍ରେଲରରେ ବିଦ୍ୟୁତ୍ ଜାମୱାଲ୍ ଆଇବି ସିକ୍ରେଟ୍ ଭାବରେ ପଡୋଶୀ ଦେଶ ପାକିସ୍ଥାନ ଏବଂ ଚୀନ୍ ଦ୍ୱାରା 1971 ଆକ୍ରମଣକୁ କିପରି ରୋକୁଛନ୍ତି ତାହା ଦେଖିବାକୁ ମିଳିବ । ଏହି ଗୁପ୍ତ ମିଶନରେ ପାକ୍-ଚୀନ୍ ଯୋଜନାକୁ ନଷ୍ଟ କରିବାକୁ ଭାରତୀୟ ଆଇବିଙ୍କ ପାଖରେ ମାତ୍ର 10 ଦିନ ସମୟ ଅଛି । ଏଥିପାଇଁ ଆଇବି ସିକ୍ରେଟ୍ ଭାବରେ ବିଦ୍ୟୁତ୍ 30ଟି ଏଜେଣ୍ଟଙ୍କ ସହ ଏହି ମିଶନ ସଫଳ କରିବାକୁ ବାହାରିଛନ୍ତି । କିପରି ପାକିସ୍ତାନ ଏବଂ ଚୀନର ଯୋଜନାକୁ ପଣ୍ଡ କରୁଛନ୍ତି ତାହା ଦେଖିବାକୁ ମିଳିବ |


ଅଧିକ ପଢନ୍ତୁ
ଆହୁରି ପଢନ୍ତୁ





The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.
@2022 – All Right Reserved. Designed and Developed by Digital Software Inc