ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଆଜି ବାଇକ ରାଲି ଚାଲିଥିବା ବେଳେ ପଥର ମାଡ | କିଛି ବାଇକକୁ ମାଡ ମାରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି | ନିର୍ଦ୍ଧିଷ୍ଟ ଗୋଷ୍ଠୀ ପକ୍ଷରୁ ମୋତିଝରଣ ଅଂଚଳରେ ପଥର ମାଡ | ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଧନୁପାଲି ଥାନା ଅଧିକାରୀ ଓ କିଛି ବାଇକ ଆରୋହୀ | ତେବେ ଘଟଣାରେ ୧୦ ପୋଲିସ କର୍ମଚାରୀଙ୍କ ସମେତ ୨୦ ରୁ ଅଧିକ ଆହତ ହୋଇଛନ୍ତି |

