ନିଜ ଦେଶର ନିରୀହ ସାଧାରଣ ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ମିଆଁମାର । ମିଆଁମାର ସେନା ସୈନ୍ୟ ଶାସନ ବିରୋଧରେ ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ସାଧାରଣ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଓ ବୋମାମାଡ଼ କରିଛି । ଆକ୍ରମଣରେ ଅନେକ ଶିଶୁଙ୍କ ଜୀବନ ଯାଇଥିବା ବେଳେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସାଧାରଣ ନାଗରିକଙ୍କ ଉପରେ ମିଆଁମାର ସେନାର ଏଭଳି ବର୍ବରତାକୁ ମିଳିତ ଜାତିସଂଘ ନିନ୍ଦା କରିଛି ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ