ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ବଡ଼ ଦାୟୀତ୍ୱ । ପ୍ରତାପଙ୍କୁ ପାର୍ଲିଆମେଣ୍ଟ୍ ର ପବ୍ଲିକ୍ ଏକାଉଣ୍ଟ୍ କମିଟି ସଦସ୍ୟ ଭାବେ ନିର୍ବାଚିତ କରାଯାଇଛି । ୨୦୨୩-୨୪ ମସିହା ପାଇଁ ଓଡ଼ିଶାର ଅନ୍ୟତମ ସଦସ୍ୟ ଭାବେ ନିର୍ବାଚିତ କରିଛନ୍ତି କେନ୍ଦ୍ର ସରକାର । ତାଙ୍କସହ ଓଡ଼ିଶାର ଅନ୍ୟତମ ସାଂସଦ ଭତ୍ତୃହରି ମହତାବ ସାମିଲ ଥିବା ଜଣାପଡ଼ିଛି । ଏନେଇ ପାର୍ଲିଆମେଣ୍ଟ୍ ର ହାଉସିଂ ଡାଇରେକ୍ଟର ସ୍ପିକର ନିର୍ଦ୍ଦେଶ ଜାରି କରିଛନ୍ତି ।

